Jump to content

ପିଚିପିଚି

ଉଇକିଅଭିଧାନ‌ରୁ

ପିଚିପିଚି

ଉଚ୍ଚାରଣ

[ସମ୍ପାଦନା]

(ପିଚ ପିଚ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ—ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ପାନ ପିକ ଉପର୍ଯ୍ୟୁପରି କାଇବାର ଶବ୍ଦ — ୧. The sound of repeated spitting.
୨. ଉପର୍ଯ୍ୟୁପରି ଚାବୁକ ବା ବେତ ମାରିବା ଶବ୍ଦ — ୨. Sound of repeated whipping.
୩. ପିଚ୍ ପିଚ୍ (ଦେଖ) - —୩. Pich-pich (See)