ପିଚୁ
ଦେଖଣା
ପିଚୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପିଚ୍ ଧାତୁ+କର୍ମ. ଉ)
[ସମ୍ପାଦନା]- ୧. କପା; କାର୍ପାସ — ୧. Cotton.
- ୨. କପା ତୁଳା —୨. Cotton wool.
- ୩. କରିଷି ପରିମାଣ; କର୍ଷ; ୨ ତୋଳା — ୩. A weight of ୨ totals.
- ୪. କୁଷ୍ଠ ରୋଗ ବିଶେଷ — ୪. A kind of leprosy.
- ୫. ଅସୁରବିଶେଷ —୫. Name of a demon.
ବୈଦେଶିକ - ବି— (ଇଂରାଜୀ - ପିଚ୍)
[ସମ୍ପାଦନା]ରାଳ; ଆଲକାତରା — Coal tar; pitch.