Jump to content

ପିଚ୍କାଇବା

ଉଇକିଅଭିଧାନ‌ରୁ

ପିଚ୍କାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୁର) କ୍ରି-(ସଂସ୍କୃତ - ପିଚ୍ ଧାତୁ= ଚିପିବା; ତୁଳ. ହୀ. ପୀଚ୍କନା)

[ସମ୍ପାଦନା]

ପାଚିଲା ଆମ୍ୱ ବା ମହୁଲକୁ ଚିପି ଦେଇ ତା ମଧ୍ୟରୁ ମଞ୍ଜି ବାହାର କରି ଦେବା —୧. To cause the seed to blurt out from a ripe mango by pressing the fruit from all sides.

୨. ପାଚିଗଲା ପରେ ବଥକୁ ଚିପି ତା ମଧ୍ୟରୁ ମଞ୍ଜି ଓ ପୂଜ ବାହାର କରି ଦେବା —୨. To bring out pus from a ripe boil by pressing it on the sides.

ଦେଶଜ - କ୍ରି.

[ସମ୍ପାଦନା]

ପିଚକିବାର ଣିଜନ୍ତ ରୂପ — Causative of Pichakibā