ପିଚ୍କେଇବା
ଦେଖଣା
ପିଚ୍କେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର) କ୍ରି-(ସଂସ୍କୃତ - ପିଚ୍ ଧାତୁ= ଚିପିବା; ତୁଳ. ହୀ. ପୀଚ୍କନା)
[ସମ୍ପାଦନା]ପାଚିଲା ଆମ୍ୱ ବା ମହୁଲକୁ ଚିପି ଦେଇ ତା ମଧ୍ୟରୁ ମଞ୍ଜି ବାହାର କରି ଦେବା —୧. To cause the seed to blurt out from all sides.
- ୨. ପାଚିଗଲା ପରେ ବଥକୁ ଚିପି ତା ମଧ୍ୟରୁ ମଞ୍ଜି ଓ ପୂଜ ବାହାର କରି ଦେବା —୨. To bring out pus from a ripe boil by pressing it on the sides.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପିଚକିବାର ଣିଜନ୍ତ ରୂପ — Causative of Pichakibā