Jump to content

ପିଚ୍ଛନ

ଉଇକିଅଭିଧାନ‌ରୁ

ପିଚ୍ଛନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଚ୍ଛ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଚିପିବା (ହିନ୍ଦୀ - ଶ.) ୧. Pressing.
୨. ଚିପିକରି ଚେପ୍ଟା କରିବା (ହିନ୍ଦୀ - ଶ) —୨. Causing depression by pressing.