Jump to content

ପିଚ୍ଛଳ

ଉଇକିଅଭିଧାନ‌ରୁ

ପିଚ୍ଛଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପିଚ୍ଛ ଧାତୁ+ଅଳ)

[ସମ୍ପାଦନା]
୧. ଖସଡ଼ା — ୧. Slippery.
୨. (ପିଚ୍ଛ+ଳ) ପୁଚ୍ଛ ଯୁକ୍ତ —୨. Tailed; having a tail.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୋଚରସ (ଦେଖ) - (ହିନ୍ଦୀ - ଶ) — ୧. Mocharasa (See)
୨. ଆକାଶବଲ୍ଲୀ; ନିର୍ମୂଳୀ ଲତା (ହିନ୍ଦୀ - ଶ) (ଦେଖ) - — ୨. Nirmūḻī (creeper) (See)


୩. ଶିଶୁ ଗଛ (ହିନ୍ଦୀ - ଶ.) —୩. The Ṡiṡu tree.
୪. ବାସୁକୀବଂଶର ସର୍ପବିଶେଷ (ହ୍. ଶ) — ୪. Name of a mythological serpent.