ପିଚ୍ଛାଡ଼ା
ଦେଖଣା
ପିଚ୍ଛାଡ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅକ୍ଷିପଟଳ; ସଂସ୍କୃତ - ପକ୍ଷ୍ମ)
[ସମ୍ପାଦନା]- ୧. ଆଖିପତା; ଆଖିର ପଲକ; ଦୃଗଞ୍ଚଳ —Eyelid.
ଅନୁବାଦ
[ସମ୍ପାଦନା]ପିଚ୍ଛାଡ଼ା
|
ପିଛିଡ଼ା (ଳା)., ପିଛୁଡ଼ା (ଳା) ଅନ୍ୟରୂପ
ଚାହାଁନ୍ତି ଜଗତିପରେ ସର୍ବ ସଖୀ ବୋଲେ ବିଶି ପିଛଡ଼ା ନ ପଡ଼େ ଆଖି ବିଶ୍ୱନାଥ, ବିଚିତ୍ର ରାମାୟଣ
- ୨. ଆଖିର ପଲକ ପଡ଼ିବା —୨. Wink; blinking; twinkling of the eye.