ପିଛଣୀ
ପିଛୁଣୀ, ପିଞ୍ଛୁଣୀ ଅନ୍ୟରୂପ
ଭୂତ ଲାଗିଲେ ଯେଉଁ ଗୁଣିଆ ବା କାଳିସୀ ସ୍ତ୍ରୀ ଭୂତାବିଷ୍ଟ ଲୋକକୁ ମୟୂର ପୁଚ୍ଛ ଧରି ଝାଡ଼େ — A female exorcist.