ପିଛଲା ରାତି
ଦେଖଣା
ପିଛଲା ରାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଛଲା ରାତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଶ୍ଚିମରାତ୍ର)
[ସମ୍ପାଦନା]- ୧. ରାତ୍ରର ଶେଷ ଭାଗ; ଅର୍ଦ୍ଧରାତ୍ର ପରବର୍ତ୍ତୀ ସମୟ — ୧. The early hours of the morning; the last hours of night; the time past midnight.
- ୨. (ସଂସ୍କୃତ - ପଶ୍ଚାତ୍+ରାତ୍ରି)—ଗତରାତ୍ରି —୨. Last night.