Jump to content

ପିଛଲି

ଉଇକିଅଭିଧାନ‌ରୁ

ପିଛଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଆଗଲି—ବିପରୀତ)

ଦେଶଜ - ବିଶେଷଣ -(ସଂସ୍କୃତ - ପଶ୍ଚାଦ୍ୱର୍ତ୍ତୀ)

[ସମ୍ପାଦନା]
୧. ପଛଲି; ପଶ୍ଚାଦ୍ୱର୍ତ୍ତୀ — ୧. Situate behind.
୨. ପଛଆଡ଼େ ଆସୁଥିବା —୨. Coming behind; coming in the rear.
୩. ଅନ୍ତ୍ୟ, ଶେଷ —୩. Last.
୪. ପରବର୍ତ୍ତୀ —୪. Later; latter.
୫. ପୂର୍ବତନ; ବିଗତ —୫. Last; past.