Jump to content

ପିଛା

ଉଇକିଅଭିଧାନ‌ରୁ

ପିଛା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଆଗ—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ସ୍ଫିଚ)—ପିଚା (ଦେଖ) - ୧. Pichā (See)
୨. (ସଂସ୍କୃତ - ପଶ୍ଚାତ) ଘୋଡ଼ଆଦିଙ୍କ ପଛଗୋଡ଼ — ୨. The hind legs of a horse.
୩. ଶିମିଳିଅଠା (ହରେକୃଷ୍ଣ ଦ୍ରବ୍ୟଗୁଣ) — ୩. The gum of solk-cotton.
୪. (ସଂସ୍କୃତ - ଅକ୍ଷିପଟଳ, ପକ୍ଷ୍ମ) ଆଖିର ପିଛଡ଼ା; ପତା — ୪. Eye-lid.

ଦେଖି ଅଖିଳ ଯୋଗେଶ୍ୱଭ ନୟନ ପିଛା କଲେ ସ୍ଥିର—ଜଗନ୍ନାଥ. ଭାଗବତ

୫. (ସଂସ୍କୃତ - ପଶ୍ଚାତ୍)—ପଶ୍ଚାଦ୍ଭାଗ — ୫. Back side.

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ପଶ୍ଚାତ୍)

[ସମ୍ପାଦନା]
୧. ପଛରେ — ୧. Behind.
୨. ଆଡ଼କୁ —୨. To wards.
୩. ସକାଶେ; ପାଇଁ; ନିମନ୍ତେ —୩. For; on account of.

(ଯଥା—ତା ପିଛା ମୋର ମାସକୁ ଶହେ ଟଙ୍କା ଖରଚ ହେଉଛି)

୪. (ଅନ୍ୟ ଶବ୍ଦ ସଂଙ୍ଗେ ବ୍ୟବହୃତ)ପ୍ରତ୍ୟେକପାଇଁ — ୪. Each; for each.

(ଯଥା—ଘରପିଛା ଅଣଏ ଚାନ୍ଦା ହୋଇଛି)