Jump to content

ପିଛାଇବା

ଉଇକିଅଭିଧାନ‌ରୁ

ପିଛାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପିଛେ(ଛେ)ଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପଛାଇବା; ପିଠି ନ ବୁଲାଇ ପଛଆଡ଼କୁ ଘୁଞ୍ଚିବା; ପଛଘୁଞ୍ଚା ଦେବା — To move backwards facing the front.