ପିଛାରେ ଲାଗିବା
ଦେଖଣା
ପିଛାରେ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଛାରେ ଲାଗିବା
|
(ପିଛାରେ ଲଗାଇବା—ଣିଜନ୍ତରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆଶ୍ରୟ ବା ଅନୁଗ୍ରହ ପ୍ରାର୍ଥନାରେ କୌଣିସି ବ୍ୟକ୍ତିକୁ ସର୍ବଦା ଅନୁସରମ କରିବା —୧. To wait upon a person; to follow a person for some favour or help.
- ୨. କୌଣସି ବ୍ୟକ୍ତି ପ୍ରତି ଖୁବ୍ ଯତ୍ନ କରିବା — ୨. To take utmost care of a person.
- ୩. କୌଣସି ବ୍ୟକ୍ତିର ଅନିଷ୍ଟାଚରଣ କରିବା ପାଇଁ ସୁଯୋଗ ଉଣ୍ଡିବା —୩. To shadow a person.
- ୪. କୌଣସି ବ୍ୟକ୍ତି ବା ବିଷୟ ପାଇଁ (ଏତେ ଧନ) ବ୍ୟୟିତ ହେବା —୪. (so much money) To be spent after a person or thing.