Jump to content

ପିଛା ଧରିବା

ଉଇକିଅଭିଧାନ‌ରୁ

ପିଛା ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଛେ ପଛେ ଯିବା — ୧. To follow.
୨. (ଶିକାରୀ) କୌଣସି ଜୀବ ଯାଇଥିବା ବାଟକୁ ଉଣ୍ଡି ତା ପଛେ ପଛେ ଯିବା — ୨. To follow an animal on its track.
୩. ଆଶ୍ରୟ ବା ଅନୁଗ୍ରହାର୍ଥ କୌଣସି ବ୍ୟକ୍ତିର ସଙ୍ଗେ ଗୋଡ଼ାଇବା —୩. To dance attendance upon a person for some favour.