ପିଛିଲା
ଦେଖଣା
ପିଛିଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଆଗିଲା—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ପଶ୍ଚାତ୍)
[ସମ୍ପାଦନା]- ୧. ପଛିଲା; ପଶ୍ଚାଦ୍ଭାଗରେ ଥିବା; ପଶ୍ଚାଦ୍ୱର୍ତ୍ତୀ —୧. Situate behind.
- ୨. ପଛଆଡ଼େ ଆସୁଥିବା — ୨. Following; coming in the rear.
- ୩. ପୂର୍ବବର୍ତ୍ତୀ —୩. Preceding; previous.
- ୪. ବିଗତ କାଳୀନ —୪. Past; arrear.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଶ୍ଚାଦ୍ଭାଗ —୧. Hind part.
- ୨. ପଛାଆଡ଼ —୨. The rear.
- ୩. ଅତୀତ କାଳ —୩. The past.