ପିଛୁଳି ପଡ଼ିବା
ଦେଖଣା
ପିଛୁଳି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ପିଛୁଳି ଗଡ଼ିବା, ପିଛୁଳି ଦରଜ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗିଲ୍ଟି ଫୁଲି ଦରଜ ହେବା — ୧. The painful swelling of the lymphatic gland.
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୨. (ସ. ପିଚ୍ଛଳ) ଗୋଡ଼ ଖସି ପଡ଼ିବା — ୨. To trip and fall down.
ହସ୍ତେ ଆଉଁସିଲେ ବ୍ରହ୍ମ ପିଛୁଳି ପଡ଼ୁଛି—ପ୍ରାଚୀ, ବ୍ରହ୍ମନିରୁପଣ ଗୀତା