ପିଞ୍ଛା
ଦେଖଣା
ପିଞ୍ଛା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଞ୍ଛା
|
(ପିଁଛା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରଶୁଣି; ପତଳା କଂସା, ଯହିଁରେ ବଡ଼ ପାତ୍ରରୁ ଭାତ ଆଣି ପରିବେଷଣ କରିବାକୁ ହୁଏ —୧. A thin metal bowl to serve rice.
- ୨. (ସଂସ୍କୃତ - ପିଚ୍ଛ) ଚାମର ଜାତୀୟ ବ୍ୟଜନ ବିଶେଷ —୨. A kind of chowrie like fan.
ଆଳଟ ପିଞ୍ଛା ସୁଚାମର ଖଟନ୍ତି ମୁନି ସୁର ନର—ଭୂପତି ପ୍ରେମପଞ୍ଚାମୃତ
- ୩. ପିଛଡ଼ା (ଦେଖ) - — ୩. Pichhaṟḍ̠ā (See)
ତା ରୂପ କନ୍ୟାମାନେ ଚାହିଁ ନୟନ ପିଞ୍ଛା ନ ଚଳଇ—ଜଗନ୍ନାଥ