ପିଞ୍ଛ ଦେବା
ଦେଖଣା
ପିଞ୍ଛ ଦେବା
ଉଚ୍ଚାରଣ
[ସମ୍ପାଦନା](ପିଛା ମାରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧାନ ଗଛକୁ ଗୋରୁ ଖାଇଯିବେ ନାହିଁ ବୋଲି ପିଞ୍ଛଦ୍ୱାରା ଧାନ ଗଛରେ ଗୋବରପାଣି ଛିଞ୍ଚିବା —୧. To sprinkle water mixed with cow-dung on paddy plants to prevent cattle from nibbling them.
- ୨. ପଲସ୍ତରା କରିବା ପୂର୍ବରୁ କାନ୍ଥ ଉପରେ ପିଞ୍ଛଦ୍ୱାରା ପାଣି ଛିଞ୍ଚିବା —୨. To sprinkle water with the help of a mason's brush on wall which is being plastered.
- ୩. ଭାତ ହାଣ୍ଡିର ମୁହଁରେ ପିଞ୍ଛକୁ ହାବୁଡ଼ାଇ ଭାତହାଣ୍ଡିକୁ ଅଣାଇ ଭାତରୁ ପେଜ ଗାଳିବା —୩. To put a bunch of straw etc on the mouth of an inclined cooked pot to let the rice water escape therefrom.