ପିଞ୍ଜ
ଦେଖଣା
ପିଞ୍ଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପିଞ୍ଜ ଧାତୁ+ଭାଗ. ଅ)
[ସମ୍ପାଦନା]- ୧. ବଧ; ହତ୍ୟା — ୧. Killing; murder; slaughter.
- ୨. ଏକପ୍ରକାର କର୍ପୂର —୨. A kind of camphor.
- ୩. ବଳ; ଶକ୍ତି —୩. Power; might; strenght.
(ପିଞ୍ଜା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପିଞ୍ଜ ଧାତୁ=ବଧ କରିବା, ଆଘାତ କରିବା+ କର୍ମ. ଅ)
[ସମ୍ପାଦନା]- ୧. ବ୍ୟାକୁଳିତ — ୧. Distrubed; confused.
- ୨. କାତର —୨. Confounded.