ପିଞ୍ଜରୀ
ପକ୍ଷୀମାନଙ୍କୁ ରଖିବା ପାଇଁ ନିର୍ମିତ କାଠ ବା ଲୁହାର ଛୋଟ ଘର; ପଞ୍ଜୁରୀ — Bird cage.
ପିକ କପୋତ ଶୁଆ, ଖଞ୍ଜିତ ହୋଇଛି ପିଞ୍ଜରୀ—ଭୂପତି,ପ୍ରେମପଞ୍ଚାମୃତ