ପିଞ୍ଜାଇବା
ପିଞ୍ଜିବା କ୍ରିୟାର ଣିଜନ୍ତରୂପ —Causative of Pin̄jibā
ମୃଦଳାକୁ ତୁଳା ନୋହିକର ତୁଳ ଦେହକୁ ପିଞ୍ଜଇ ହେଉଛି— ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି