Jump to content

ପିଞ୍ଜିବା

ଉଇକିଅଭିଧାନ‌ରୁ

ପିଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପିଞ୍ଜ ଧାତୁ= ଆଘାତ କରିବା)

[ସମ୍ପାଦନା]
୧. ତୁଳାକୁ ଭିଣିବା —୧. To cleanse or card cotton into wool.
୨. ତୁଳା ଭିଣିବା ପରି ମନ୍ଥି ପକାଇବା —୨. To thoroughly overhaul (like carding cotton).
୩. ଛିନ୍ନବିଛିନ୍ନ କିରବା —୩. To smash up; to disentangle the parts of a thing.

ଅଜ କରିବି ଖଣ୍ଡ ଛୋଟ ପିଞ୍ଜିବ ତୋର ପିଣ୍ଡ— ଜଗନ୍ନାଥ, ଭାଗବତ