Jump to content

ପିଞ୍ଜୂ

ଉଇକିଅଭିଧାନ‌ରୁ

ପିଞ୍ଜୂ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଞ୍ଜ ଧାତୁ+ଉ; ଊ)

[ସମ୍ପାଦନା]

ଦୀପର ବଳିତା; ବତୀ — The wick of a lamp.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ତୁଳାର ବଳଣା —A roll of carded cotten used in spinning thread.

(ଯଥା—ସେପିଞ୍ଜୁ ବୋଳିଳା ପରି ଲୋକଟାଏ)