Jump to content

ପିଟ

ଉଇକିଅଭିଧାନ‌ରୁ

ପିଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପଟ୍ଟୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପଟ୍ ଧାତୁ=ବେଷ୍ଟନ କରିବା+ଇ)

[ସମ୍ପାଦନା]
୧. ବସ୍ତ୍ରବିଶେଷ —୧. A kind of cloth.
୨. ପଲ୍ଲୀ; ପଡ଼ା — ୨. Hamlet; quarter of a town or village.
୩. ସମ ବ୍ୟବସାୟୀମାନଙ୍କର ଦୋକାନ ଶ୍ରେଣୀ —୩. A row of shops vending the same commodity.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟି; ପଟୀ କିମ୍ୱା ପାଟୀ)

୧. ଛୋଟ ଚିତ୍ରପଟ — ୧. A small picture.
୨. ପାଲ; କେରେପାଲ — ୨. Gunny; tarpaulin.
୩. ଛୋଟ ପଟା —୩. A small plank or plate.
୪. ପଟା —୪. Strip; plank; plate.
୫. ପଟା ପଟା ଦାଗ —୫. Stripe.
୬. ଅଳ୍ପ ଚଉଡା ଲମ୍ୱା ଭୂଖଣ୍ଡ — ୬. A long & narrow strip of land.
୭. ତାଳ ଖଜୁରି ଆଦି ପତ୍ରରେ ବୁଣା ହୋଇଥିବା ବିଛଣା ବା ଆସନ —୭. A mat made of palm leaves.

(ଯଥା—ଶୀତଳପଟୀ; ଖଜୁରି ପଟୀ)

୮. ଶ୍ରେଣୀ; ଧାଡ଼ି —୮. Row.
୯. ବଣ୍ଟରାରେ କୌଣସି ପକ୍ଷ ହିଂସାରେ ଦିଆଯିବା ଲମ୍ୱ ଭୁଖଣ୍ଡ; ସିଲା —୯. A long strip alloted to a party during partition; a cosharer;s particular allotment.
୧. କ୍ଷତ ଉପରେ ଔଷଧ ପ୍ରଲେପ ଦେଇ ତହିଁ ଉପରେ ସ୍ଥାପିତ ବସ୍ତ୍ର ଖଣ୍ଡ —୧୦. Poultice; bandage; a rag covering a wound rubbed with ointments.
୧୧. ଚିରା ଲୁଗାରେ ସିଆଁ ହେବା ତାଳି — ୧୧. A patch of cloth patched over a hole.
୧୨. ଛଳ; ଛଳନା — ୧୨. Feigning; pretence; fraud.
୧୩. ଜମିଦାରଙ୍କ ଅଧୀନ ଏକପ୍ରକାର ମଧ୍ୟ ସ୍ୱତ୍ୱ ବିଶିଷ୍ଟ ଭୂମି — ୧୩. An under tenure.
୧୪. ପିଛଡ଼ା —୧୪. Glance; wink.
୧୫. ଲମ୍ୱ ଓ ଅଳ୍ପ ଚଉଡ଼ା ଲୁଗାର ଖଣ୍ଡ — ୧୫. A long & narrow strip of cloth

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ବଣ୍ଟରା ଆଇନ୍ ଅନୁସାରେ ସରକାରଙ୍କଦ୍ୱାରା ବଣ୍ଟା ହେବା ଭୂସମ୍ପତ୍ତ ମଧ୍ୟରୁ ଯେଉଁ ଏକତ୍ର ସଂଲଗ୍ନ ଅଂଶ ଜଣେ ହିଂସାଦାରଙ୍କୁ ଦିଆଯାଏ — ୧. A compact block alloted to one cosharer in a partition by Goverment.
୨. ଖେତ କିଆରୀର ଅଂଶ — ୨. Part of a field of corn.

ପ୍ରାଦେଶିକ - (ବସ୍ତର). ବିଶେଷ୍ୟ -

[ସମ୍ପାଦନା]

କର; ଖଜଣା —Tax; rent.



ପିଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଟ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ବାଉଁଶ ପାତିଆ ନିର୍ମିତ ଟୋକେଇ; ଡୋଲି —୧. Basket made of bamboo laths.
୨. ଫେଡ଼ା; ପେଟରା; ପେଡ଼ି — ୨. A wicker work trunk.
୩. ଫୋଟକା; ବିଷ୍ଫୋଟକ — ୩. Pimple; blister; postule.
୪. ଘୁସୁରିଙ୍କ ଅଟେଇ —୪. Hoval for hogs; crib.
୫. ଗୃହ —୫. House.
୬. ଛାତ —୬. Roof (Apte).
୭. ଧ୍ୱଜାରେ ଲାଗିବା ଅଳଙ୍କାରବିଶେଷ —୭. A kind of decoration attached to a flag.
୮. ଗ୍ରନ୍ଥ ବିଭାଗ; ଗ୍ରନ୍ଥର ଖଣ୍ଡ (ହିନ୍ଦୀ - ଶ.) — ୮. Volume of a book or literary production.
୯. ରଟନା ବା ଲେଖାର ସଂଗ୍ରହ — ୯. A collection of writings (Apte)
୧. ଶସ୍ୟାଗାର; ଅମାର —୧୩. Granary (Apte)