ପିଟା
ଦେଖଣା
ପିଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଟ୍ ଧାତୁ)
[ସମ୍ପାଦନା]- ୧. ପିଟିବା; ବାଡ଼େଇବା — ୨. Beating down or ramming; hummering.
- ୨. ବେତ୍ରାଦିଦ୍ୱାରା ପ୍ରହାର —୨. Thrashing with a cane or thin stick.
- ୩. ଘଣ୍ଟ ଓ ଢୋଲ ଆଦି ଉପରେ ଆଘାତ — ୩. Sticking on a gong or drum.
ଅନୁବାଦ
[ସମ୍ପାଦନା]ପିଟା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବାଡ଼ିଆ ହୋଇଥିବା — ୧. Beat down; beaten; rammed.
- ୨. ହାତୁଡ଼ିରେ ବାଡ଼ିଆ ହୋଇଥିବା — ୨. Habituated to thrashing.