ପିଟାଇବା
ପିଟିବା କ୍ରିୟାର ଣିଜନ୍ତ ରୂପ — Causative of piṭibā.
କହୁଛୁଁ ଜଣେ କରିଣ ପିଟାଅ ପଛେ ତାହାଙ୍କୁ ଯମ ପୁରକୁ ପଠାଅ କୃଷ୍ଣସିଂହ, ମହାଭାରତ. ଶାନ୍ତି