Jump to content

ପିଟାପିଟି

ଉଇକିଅଭିଧାନ‌ରୁ

ପିଟାପିଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଡ଼ିଆ ବାଡ଼େଇ — ୧. Mutual beating.
୨. ଉପର୍ଯ୍ୟୁପରି ପ୍ରହାର; ନିର୍ଧୃମ ମାଡ଼ — ୨. sound thrashing or beating.

ଦେଶଜ - ବିଶେଷଣ -

[ସମ୍ପାଦନା]

ପରସ୍ପର ମଧ୍ୟରେ ବାଡ଼ିଆବାଡ଼େଇ ହେବା — Beating each other.

ସେ ସକାଶୁଁ ତାଙ୍କରେ ପିଟାପିଟି ହୋଇ କେତେ ଯୁଦ୍ଧେ ଭୂମିରେ ଗଲେ ଲୋଟି କୃଷ୍ଣଂସିଂହ, ମହାଭାରତ. ବବନ