Jump to content

ପିଟା ଘଡ଼ି

ଉଇକିଅଭିଧାନ‌ରୁ

ପିଟା ଘଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପିଟା ଘଣ୍ଟା (ଦେଖ) - ୧. Piṭā ghaṇḍa (See)
୨. ଯେଉଁ ସମୟନିର୍ଣ୍ଣାୟକ ଘଡ଼ି ଟଙ୍ଗ୍ ଟଙ୍ଗ୍ ହୋଇ ବାଜି ସମୟ ଜଣାଇ ଦିଏ —୨. Chiming clock.

ଘ ଅନ୍ଧର ହୋଇଅଛି ପିଟା ଘଡ଼ ଘଣ୍ଟା— ପ୍ରାଚୀ, ବ୍ରହ୍ମନିରୁପଣ ଗୀତା