Jump to content

ପିଟା ଘଣ୍ଟା

ଉଇକିଅଭିଧାନ‌ରୁ

ପିଟା ଘଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ଘଣ୍ଟାରେ ଆଘାତ କରି ଶବ୍ଦ କରାଯାଏ —୧. Gong.
୨. (ଲକ୍ଷଣାର୍ଥ) ଯେଉଁ ଲୋକ ଅନେକ ତାଡ଼ନା ଆଦି ସହି ସହି ପଥର ପାଲଟି ଗାଲଣି — ୨. A person hardened to constant beating.