Jump to content

ପିଟା ହୋଇ ଯିବା

ଉଇକିଅଭିଧାନ‌ରୁ

ପିଟା ହୋଇ ଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ଜୋରପୂର୍ବକ କୌଣସି ଟାଣ ବସ୍ତୁରେ ବା ଭୂମିରେ ଆଘାତ ପାଇବା —To strick or come with force against a hard substance.

(ଯଥା—ମୋ ମୁଣ୍ଡ କାନ୍ଥରେ ପିଟି ହୋଇଗଲା)