ପିଟିସନ୍ ରାଇଟର୍
ଦେଖଣା
ପିଟିସନ୍ ରାଇଟର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ)—(କଚିରିଆ)
[ସମ୍ପାଦନା]- ୧. ଦରଖାସ୍ତ ଲେଖକ; ନବସିନ୍ଧା — ୧. Writer or scribe of a petition.
- ୨. (ସମ୍ୱଲପୁରେ ବ୍ୟବହୃତ ଅର୍ଥ)—କଚେରୀରେ ଯେଉଁମାନେ ପକ୍ଷମାନଙ୍କ ନିମନ୍ତେ ଦରଖାସ୍ତ ଲେଖନ୍ତି ଓ ତଦ୍ପିର୍ କରନ୍ତି — ୨. Petition writer working kin court.