ପିଠଉ
ଦେଖଣା
ପିଠଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଠଉ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଷ୍ଟୋଦକ)
[ସମ୍ପାଦନା]ଚାଉଳକୁ ବତୁରାଇ ବାଟି କରି ଚକୁଳି, ଚିତଉ ଆଦି ପିଠା ନିମନ୍ତେ ତିଆରି କାରାଯିବା ଘନ ଲେହ —Liquid pulp of moistened rice prepared by grinding; liquid paste used for making pastry cakes; batter.
ମାତ୍ର ଯେ ପିଠଉ ମୂଳେ ପିଣ୍ଡ ଚିତଉନ୍ନ ବିକ୍ରମାଦିତ୍ୟ—