ପିଠା ପାତିଆ
ଲୁହା ଖଡ଼ିକା; ଚକୁଳି ଆଦି ପଠାକୁ ପଳମରୁ ଉଠାଇବା ନିମନ୍ତେ ଖନିକ୍ରାତି ଲୈହ ଦଣ୍ଡ — A thin iron laddle broadened at one end to lift cakes from the pan.
ଚଟୁ ପିଠା ପାତିଆ ଦୁହେଁ ଛନ୍ତି କାଖେ କୃଷ୍ଣସିଂହ, ମହାଭାରତ. ବିରାଟ