ପିଠା ଯାତ୍ରା
ଦେଖଣା
ପିଠା ଯାତ୍ରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ ଓଷା; କାର୍ତ୍ତିକ ପୂର୍ଣ୍ଣିମା ସମୟରେ କଟକ ନଗରର ନିକଟବର୍ତ୍ତୀ ଆଠଗଡ଼ ରାଜ୍ୟରେ ଧବଳେଶ୍ୱର ମହାଦେବଙ୍କ ନିକଟରେ ହେବା ଯାତ୍ରା — A festival observed at Dhabaḻṡwara near Cuttack in which cakes and gruel are offered to the Deity.
[ଦ୍ରଷ୍ଟବ୍ୟ —ଏ ଯାତ୍ରାରେ ଲୋକମାନେ ବିଶେଷ ପରିମାଣରେ ରୁଣ୍ଡ ହୁଅନ୍ତି ମଣ୍ଡା ଓ ଖୀରିଷା ଠାକୁରଙ୍କୁ ଭୋଗ ଲାଗେ]