ପିଠିଆଇବା
ଦେଖଣା
ପିଠିଆଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଠିଆଇବା
|
(ପିଠେଇବା—ଅନ୍ୟରୂପ)
ଦେଶଜ - କ୍ରି. (ଓଡ଼ିଆ ପିଠି ଶବ୍ଦ ନିଷ୍ପନ୍ନ ନାମ ଧାତୁ)
[ସମ୍ପାଦନା]- ୧. ପିଠି ଆଡ଼କୁ ବୁଲାଇବା — ୧. To turn one's back upon.
ବାଜନ୍ତେ ମାରଗଣ ବଣ ନିଠିଆଇ ପଳାଇଲେ ଦାନବ ଭୟେ ପିଠିଆଇ କୃଷ୍ଣସିଂହ. ମହାଭାରତ ବନ
- ୨. ଖରା ବା ବର୍ଷାକୁ ପିଠି ଦେଖାଇବା ବା ପତାଇବା — ୨. The expose one's back to the sun or rain.
- ୩. କୌଣସି ବସ୍ତୁକୁ ଟେକିବା ଠେଲିବା ପାଇଁ ପିଠି ଲଗାଇବା —୩. To put one's back lift or push a thing.
- ୪. ମାଡ଼ଗାଳିକୁ ଭ୍ରୁକ୍ଷେପ ନ କରିବା — ୪. Not to care for rebukes or thrashing.
- ୫. ଆଦେଶ ଆଦି ଅମାନ୍ୟ କରିବା — ୫. To disregardd or disobey an order.
- ୬. ଖାତିର ନ କରିବା —୬. To ignore.