ପିଠିରେ କାମୁଡ଼ିବା
ଦେଖଣା
ପିଠିରେ କାମୁଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଠିରେ କାମୁଡ଼ିବା
|
ଦେଶଜ - କ୍ରି—(ସଂସ୍କୃତ - ପୃଷ୍ଠ+କବଳ)
[ସମ୍ପାଦନା]- ୧. (ଲକ୍ଷାଣର୍ଥ) ଚୁଗୁଲି କରିବା; କୋଣସି ବ୍ୟକ୍ତିର ଅନୁପସ୍ଥିତିରେ ତାହାର ନିନ୍ଦା କରିବା —୧. (fig). To backbite; to speak evil of a person behind his back.
- ୨. (ଲକ୍ଷଣାର୍ଥ) ଅପ୍ରତୀକରଣୀୟ ଅନିଷ୍ଟକରିବା — ୨. (figurative) To injure a person without his being able to remedy or retaliate.