ପିଠିରେ ପଡ଼ିବା
(ଲକ୍ଷଣାର୍ଥ) ପକ୍ଷ ସମର୍ଥନ କରିବା; ସହାୟ ହେବା; ରକ୍ଷା କରିବା — To back; to support; to render help; to protect.