Jump to content

ପିଠି କରିବା

ଉଇକିଅଭିଧାନ‌ରୁ

ପିଠି କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଛଆଡ଼କୁ ବୁଲିଯିବା — ୧. To turn one's back.
୨. ଅମାନ୍ୟ କରିବା —୨. To disobey.

ତାହାଙ୍କୁ କହୁଛୁ ମୋତେ କରି ପିଠାକୃଷ୍ଣସିଂହ, ମହାଭାରତ ବନ

୩. ପୃଷ୍ଠଭଙ୍ଗଦେବା; ଲେଉଟି କରି ଶତ୍ରୁଆଡ଼କୁ ପିଠି ଦୋଖାଇବା —୩. To turn one's back and fly away from battle.

ଗନ୍ଧର୍ବେ ସେ ଘାତରେ ନ କରି ପିଠିକି ବୋଇଲେ କହ ଯାଇ ତୁମ୍ଭ ରଜାଟକି କୃଷ୍ଣସିଂହ, ମାହାଭାରତ ବନ

୪. କୌଣସି ବ୍ୟକ୍ତି ନିକଟକୁ ବା କୌଣସି ସ୍ଥାନରୁ ଚାଲିଯିବା — ୪. To leave a place or person.

ଏରୂପେ କହି ବ୍ୟ୍ୟାସ ଆସନ ଉଠିଲେ ଯାଉଁଛି ବୋଲି ପାଣ୍ଡବଙ୍କୁ ପିଠି କଲେ କୃଷ୍ଣଂସିଂହ, ମହାଭଭାରତ ବନ

୫. ଅନୁପସ୍ଥିତ ହେବା —୫. To be absent.
୬. ଅନାଦର କରିବା; ତତ୍ତ୍ୱ ନ ନେବା; ନ ପଚାରିବା — ୬. Not to take care of a thing.
୭. ଭୂଲିଯିବା —୭. To forget.