ପିଠି କୁଣ୍ଡେଇ ହେବା
ଦେଖଣା
ପିଠି କୁଣ୍ଡେଇ ହେବା
ଉଚ୍ଚାରଣ
[ସମ୍ପାଦନା](ପିଠି ଗଲୁ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପିଠି କୁଣ୍ଡେଇ ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଲକ୍ଷଣାର୍ଥ) ମାଡ଼ ଖାଇବାପାଇଁ ପିଠିରେ କଣ୍ଡୂ ଉତ୍ପନ୍ନ ହେବା — (figurative) The itching of one's back to get a sound thrashing
(ଯଥ— ତୁ ଜାଣି ଶୁଣି ଅନ୍ୟାୟ କରୁଛୁ! ତୋର କଅଣ ପିଠି କୁଣ୍ଡେଇ ହେଉଛି କି ?)