ପିଠି ଚାପୁଡ଼େଇବା
ଦେଖଣା
ପିଠି ଚାପୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ପିଠିରେ ହାତମାରିବା, ପିଠିରେ ହାତବୁଲେଇବାଅନ୍ୟରୁପ
ଅନୁବାଦ
[ସମ୍ପାଦନା]ପିଠି ଚାପୁଡ଼େଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସ୍ନେହ ବା ଆଦରର ଚିହ୍ନ ସ୍ୱରୂପ କୌଣସି ବ୍ୟକ୍ତିର ପିଠିରେ ଧୀରେ ଧୀରେ ଚାପୁଡ଼ା ମାରିବା — ୧. To pat on one's back in foundness.
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି କଅଁଳେଇ ସଅଁଳେଇ କଥା କହିବା —୨. (figurative) To cajole; to wheedle.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଉତ୍ସାହିତ କରିବା — ୩. (figurative) to encourage a person.