ପିଠି ପେଟ ଲାଗିବା
ଦେଖଣା
ପିଠି ପେଟ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ପିଠିପେଟ ଲାଗିଯିବା, ପିଠିରେ ପେଟ ଲାଗିବା, ପିଠିକି(କୁ)ପେଟ ଲାଗିଯିବା, ପିଠିକି(କୁ)ପେଟ ପଶିଯିବା, ପିଠିପେଟ ଏକ ହେବାଅନ୍ୟରୁପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୁଧା ବା ଉପବାସ ଯୋଗୁଁ ପେଟ ଭିତରଆଡ଼କୁ ପଶିଯିବା —୧. The sinking of the belly to the wall of the back on account of starvation.
- ୨. ଅତି ଶୀର୍ଣ୍ଣକାୟ ହେବ ଅବସ୍ଥା —୨. Emaciation.