Jump to content

ପିଠୋଳ

ଉଇକିଅଭିଧାନ‌ରୁ

ପିଠୋଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛାଞ୍ଚରେ ଢଳା ହେଇ ପିଠା ଆକୃତିରେ ତିଆରି କରାଯାଇଥିବା ଏକପ୍ରକାର କନ୍ଦ — .୧. A kind of sugar manufactured in the from of cakes.
୨. ବନଜାତ ଆଳୁବିଶେଷ — ୨. A kind of wild yam.

[ଦ୍ରଷ୍ଟବ୍ୟ —ଏହାକୁ କଞ୍ଚା ଓ ସିଝାଇ କରି ଖାଆନ୍ତି]