ପିଠ ଆଡ଼େଇବା
ଦେଖଣା
ପିଠ ଆଡ଼େଇବା
ଉଚ୍ଚାରଣ
[ସମ୍ପାଦନା](ପିଠି ଆଡ଼େଇ ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପିଠ ଆଡ଼େଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ସ୍ଥାନରୁ ଚାଲିଯିବା — To go away from or leave a place
(ଯଥା— ଚାହାଳୀର ମୁଁ ପିଠି ଆଡ଼େଇ ଦେଉଁ ଦେଉଁ ପିଲାମାନେ ଘୋଘା ଆରମ୍ଭ କରିବେ)