Jump to content

ପିଡ଼ଙ୍ଗ

ଉଇକିଅଭିଧାନ‌ରୁ

ପିଡ଼ଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ସ୍ପୃକା)

[ସମ୍ପାଦନା]

ଶିମ୍ୱାଦି ବର୍ଗର ବର୍ଷାୟୂଃ ଶାକ ବିଶେଷ —A pot herb; Trigonella Corniculata.

[ଦ୍ରଷ୍ଟବ୍ୟ — ପତ୍ର ତିନିଫାଳିଆ, ଛୁଇଁ ଚେପଟା ଓ ବଙ୍କା, ଗଛ ମେଥି ଗଛ ପରି ଏହା ଶାଗରୂପେ ଖିଆ ଯାଏ ବୈଦ୍ୟକ ମତରେ ଏହା ମଧୁର ତିକ୍ତ ରସ ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ତ୍ରିଦୋଷ ନାଶକ ଏବଂ ଏହା କୁଷ୍ଠ, କଣ୍ଡୁ, ବିଷ, ଘର୍ମ, ଦାହ, ଅଲକ୍ଷ୍ମୀ, ଜ୍ୱର ଓ ରକ୍ତଜ ବ୍ୟାଧି— ବିନାଶକ]