ପିଢ଼ା
ଦେଖଣା
ପିଢ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଠ)
[ସମ୍ପାଦନା]- ୧. ତଳେ ବସିବାର ଦୁଇମୁଣ୍ଡରେ ଗୋଡ଼ଥିବା କାଷ୍ଠାସନ —୧. A low wooden stool or platfrom.
ବସି ଦ୍ୱିଜେ ପିଢ଼ାରେ ଗୋଡ଼ ଦେଲେ ଧୋଇ କୃଷ୍ଣସିଂହ ମହାଭାରତ ସଭା
- ୨. ଖାଇ ବସିବାର କାଷ୍ଠାସନ —୨. A stool or seat sitting on which people take meals.
- ୩. ଗୃହର ଚାଳର ମଥାନ — ୩. The ridge of a thatch.
ପିଢ଼ାରେ ସୁବର୍ଣ୍ଣ କଳସେ ଢ଼ୋରଣା ଲମ୍ୱାନ୍ତି ହରଷେ ଜଗନ୍ନାଥ ଭାଗବତ
- ୪. ଘରର ଚାଳର ଉପର ପାଖ —୪. The outer portion of the thatch of a house.
ଚୋଚମାନେ ତକ୍ଷଣେ ଏକଥା ଜାଣିପାରି ସେହିଦିନ ରାତିରେ ତାହା ପିଢା଼ ବା ବାଡ଼୍ର ଫଳ କଦଳୀଟା କିମ୍ୱା ବିଲର ଧାନ ଚୋରି କରି ଘେନିଯାନ୍ତି ଫକୀର ମୋହନ, ଛଅମାଣଆଠଗୁଣ