Jump to content

ପିଢ଼ାପାଣି

ଉଇକିଅଭିଧାନ‌ରୁ

ପିଢ଼ାପାଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

ଖାଇବା ପୂର୍ବରୁ ଆବଶ୍ୟକୂୟ ଦୁଇ ଗୋଟି ପ୍ରଦାନ ବସ୍ତୁ; ଯଥା—ବସିବାକୁ ପିଢ଼ା ଓ ଖାଇବା ସ୍ଥାନରେ ଓ ପତ୍ରରେ ଚିଞ୍ଚିବାକୁ ଓ ପିଇବାକୁ ପାଣି — A seat to sit on and water to drink and sprinkile on the spot where a person sits to take his meal.