Jump to content

ପିଢ଼ି

ଉଇକିଅଭିଧାନ‌ରୁ

ପିଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଠିକା)

[ସମ୍ପାଦନା]
୧. ବଂଶାନୁକ୍ରମିକ ପୁରୁଷ — ୧. Generation.

(ଯଥା—ସିଦ୍ଧେଶ୍ୱରପୁରରେ ଆମର ପାଞ୍ଚି ପିଢ଼ି ଭୋଗ ହେଲାଣି)

୨. ଉଚ୍ଚସ୍ଥାନକୁ ଆରୋହଣ କରିବା ନିମିତ୍ତ ପାଦପୀଠ — ୨. A foot-stool.