ପିଣ୍ଡଦ
ଦେଖଣା
ପିଣ୍ଡଦ
ଉଚ୍ଚାରଣ
[ସମ୍ପାଦନା]ପିଣ୍ଡଦାତା, ପିଣ୍ଡଦାୟକ, ପିଣ୍ଡ ଦାୟୀ, ପିଣ୍ଡପ୍ରଦ ଅନ୍ୟରୂପ
ସଂସ୍କୃତ - ବିଣପୁଲିଙ୍ଗ -
[ସମ୍ପାଦନା]ଯେ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେବାର ଶାସ୍ତ୍ର ଅନୁସାରେ ଅଧିକାରୀ —Entitled to offer the funeral cakes to an ancestor.
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ଯେ ପିତୃ ଲୋକଙ୍କୁ ପିଣ୍ଡ ଦିଏ — ୧. One who offers funeral cakes to the departed ancestors.
- ୨. ସପିଣ୍ଡ; ନିକଟସ୍ଥ ଆତ୍ମୀୟ — ୨. Nearest male relation.
- ୩. ମୁରବ୍ୱୀ —Patron; guardian.
- ୪. ଅନ୍ନଦାତା —୪. Supporter.