Jump to content

ପିଣ୍ଡଭାକ୍

ଉଇକିଅଭିଧାନ‌ରୁ

ପିଣ୍ଡଭାକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. ଓ ସ୍ତ୍ରୀ(ପିଣ୍ଡ+ ଭଜ୍ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ସନ୍ତାନ ସନ୍ତତିଙ୍କ ପ୍ରଦତ୍ତ ପିଣ୍ଡକୁ ଯେଉଁ ପୂର୍ବ ପୁରୁଷ ଗ୍ରହଣ କରନ୍ତି —(ancestors) Partaking of or receiving funeral cakes offered by the descendants.