ପିଣ୍ଡଲେପ
ଲେପ ଭାଗ; ପିତୃ, ପିତାମହ, ପ୍ରପିତାମହଙ୍କୁ ପିଣ୍ଡ ସମୟରେ ତାଙ୍କ ଉପରର ୩ ପୁରୁଷଙ୍କୁ ଯେଉଁ ଛୋଟ ପିଣ୍ଡମାନ ଦିଆଯାଏ —Smaller; rice cakes offered to one's great great grand-fathers, his father and grand-father during a Ṡrāddha.